ଏକ ନୂଆ ଆରମ୍ଭ

ଗ୍ୟାଙ୍ଗଟକ୍‌ରେ ସୁସ୍ମିତା ଦାସ, ଆସୁଛି ନୂଆ ଗୀତ

0

ଲୋକପ୍ରିୟ ଗାୟିକା ସୁସ୍ମିତା ଦାସ । “ଆୟଗିରି ନନ୍ଦିନୀ” ଓ “ପ୍ରେମର ଭାଷା” ଭଳି ଗୀତର ସଫଳତା ପରେ ଏବେ ସେ ପୁଣି ଏକ ନୂଆ ପ୍ରୋଜେକ୍ଟ ପାଇଁ ଅଣ୍ଟା ଭିଡିଛନ୍ତି । ଖାସ ଏଥିପାଇଁ ସୁସ୍ମିତା ଏବଂ ତାଙ୍କ ଟିମ୍ ଏବେ ଜୋରସୋରରେ ଗ୍ୟାଙ୍ଗଟକ୍‌ରେ ସୁଟିଂ ଚଳାଇଛନ୍ତି ।

- Advertisement -

ନିକଟରେ ରିଲିଜ୍ ହୋଇଥିବା ଗୀତ “ପ୍ରେମର ଭାଷା” ରିଲିଜ୍ ପୂର୍ବରୁ ସେ ଜଣାଇଥିଲେ ଯେ, ହାତୀ ସଜ କର, ମାୟା ଦର୍ପଣ ଓ ନୂଆ ଲୁହ ପୁରୁଣା ଲୁହ ଭଳି କବିତାର ଭିଡିଓ ରୂପାନ୍ତର କରୁଛନ୍ତି । ଗ୍ୟାଙ୍ଗଟକରେ ଚାଲିଥିବା ସୁଟିଂ ସେହି କବିତା ମଧ୍ୟରୁ ଗୋଟିଏ ବୋଲି ସୂଚନା ମିଳିଛି । ଆଶା କରାଯାଉଛି ସମସ୍ତ ଗୀତ ପରି ସୁସ୍ମିତାଙ୍କ ଏହି ନୂଆ ଗୀତ ମଧ୍ୟ ସ୍ରୋତାଙ୍କ ମନକୁ ଛୁଇଁପାରିବ ।

Leave A Reply

Your email address will not be published.