ଏକ ନୂଆ ଆରମ୍ଭ

ଚଳିତ ବର୍ଷ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୟୁଟୁବ କରିବ ରଥଯାତ୍ରା ର ସିଧା ପ୍ରସାରଣ

0

ମହାମାରୀ କରୋନା ସଙ୍କର୍ମଣ ର ଭୟାବହତା କୁ ଆଖି ଆଗରେ ରଖି ମହାପ୍ରଭୁ ଙ୍କ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା, ସୁନାବେଶ ସରକାର ଙ୍କ ଦ୍ଵାରା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଘୋଷଣା କରାଯାଇଛି।
ଏହା ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସମସ୍ତ ଇଲେକ୍ଟ୍ରୋନିକସ ମିଡ଼ିଆ କୁ ଲାଇଭ୍‌ ଫିଡ ମିଳିପାରିବ ବୋଲି ଜଣାପଡିଛି।
ଏହା ସଂପୂର୍ଣ୍ଣ ନିଶୁଳ୍କ।

Leave A Reply

Your email address will not be published.