ଏକ ନୂଆ ଆରମ୍ଭ

ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ର MISSION OXYGEN

0

ଉତ୍କଳ ସିନେ ଚାମ୍ବର ଅଫ କମର୍ସ ତରଫରୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ସଂଶ୍ଳିଷ୍ଟ ସମସ୍ତ ପ୍ରଯୋଜକ, ବିତରକ, ପ୍ରେକ୍ଷାଳୟ , ନିର୍ଦ୍ଦେଶକ, କଳାକାର, ତଥା ତତ୍ସଙ୍ଗଲଗ୍ନ ସବୁ ବର୍ଗର କୁଶଳୀ ଓ ଅଣକୁଶଳୀ କର୍ମଚାରୀ, କର୍ମି, ବିଭିନ୍ନ ସଂଘ ର ସଭ୍ୟ ସଭ୍ୟା ମାନଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି କି ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ମହାମାରୀ ପ୍ରକୋପରେ ଅମ୍ଳଜାନ ଅଭାବରୁ ଶହ ଶହ ଲୋକ ମୃତ୍ୟୁ ବରଣ କରୁଛନ୍ତି।

- Advertisement -

ଏଭଳି ଏକ ଅଭାବନୀୟ ପରିସ୍ଥିତି ର ମୁକାବିଲା କରିବାକୁ ତଥା ଚଳଚ୍ଚିତ୍ର ଶିଳ୍ପ ସହିତ ସଂଶ୍ଳିଷ୍ଟ ସମସ୍ତ ପରିଜନ ମାନଙ୍କ ଆପତ୍କାଳୀନ ସହାୟତା ପାଇଁ ଉତ୍କଳ ସିନେ ଚାମ୍ବର ଅଫ କମର୍ସ ତରଫରୁ ପାଞ୍ଚଗୋଟି ଅମ୍ଳଜାନ ଉତ୍ପାଦକ ଯନ୍ତ୍ର (oxygen concentrator) , ନେବୁଲାଇଜର, ଔଷଧ ଇତ୍ୟାଦି କ୍ରୟ କରି ମହଜୁଦ ରଖାଯାଇଛି। ବର୍ତମାନ ପରିସ୍ଥିତି ରେ ସମସ୍ତ ଙ୍କ ପାଇଁ ଏକ ଆଶ୍ୱସ୍ତି ଓ ଖୁସି ଖବର। ଜରୁରୀ କାଳୀନ ସମୟରେ ଏହାର ଉପଯୋଗ କରିବାପାଇଁ ନିମ୍ନଲିଖିତ କର୍ମକର୍ତ୍ତାଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଅନୁରୋଧ।
* ବିଜେନ୍ଦ୍ର ମହାନ୍ତି: ୯୯୩୭୧୯୩୦୭୦
* କାର୍ତ୍ତିକ କାନୁନଗୋ: ୯୪୩୭୦୬୨୩୦୧
* ଦିଲ୍ଲୀପ କୁମାର ମିଶ୍ର: ୯୯୩୭୬୮୯୧୫୨
* ଯୁଗଳ ଦେବତା: ୯୭୭୮୯୧୦୯୯୯
* ବ୍ରଜ କିଶୋର ପ୍ରଧାନ: ୯୩୩୮୧୩୪୮୫୮
* ଜିତେନ୍ଦ୍ର ଖଣ୍ଡେଲ୍ଓଆଲ:୭୦୦୮୩୨୫୬୨୧

Leave A Reply

Your email address will not be published.