ଏକ ନୂଆ ଆରମ୍ଭ

କରୋନାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ସୂଚନା

0

– ବିଦେଶଯାତ୍ରା ପାଇଁ WHO ଅନୁମୋଦନ ଟିକା ନେବା ଆବଶ୍ୟକ
– ଭାରତର କୋଭିସିଲ୍ଡ ଟିକା ଏହି ଅନୁମୋଦନ ପାଇଛି
– କୋଭାକ୍ସିନ ଓ ସ୍ପୁଟନିକ ଭି ମଧ୍ୟ WHO ଅନୁମୋଦନ ପାଇନାହିଁ
– ଏବେ ରାଜ୍ୟରେ ସଂକ୍ରମଣ 10ପ୍ରତିଶତକୁ କମିଛି
– 5%ତଳକୁ କମିଲେ ଲକଡାଉନ କୋହଳ କରାଯାଇ ପାରିବ
– ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ପ୍ରାୟ 5% ହୋଇଯାଇଥିବା ଆଶା କରାଯାଉଛି
– ଭୁବନେଶ୍ୱର ଓ କଟକରେ କଟକଣା ରହିପାରେ
– ଲୋକେ ନିୟମ ମାନିଲେ ଏହା ନିଶ୍ଚିତ କମିପାରିବ
– ଅନଲକ ପ୍ରକ୍ରିୟାରେ କଟକଣାକୁ ସରକାର ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ମାତ୍ରାରେ କୋହଳ କରି ନପାରନ୍ତି
– ଦିଲ୍ଲୀରେ ଅଡ଼ ଇଭିନ ଭାବରେ ଦୋକାନ ବଜାର ଖୋଲା ଯାଉଛି
– ଲୋକେ କଟକଣା ମାନିଲେ ଜୁଲାଇ ବେଳକୁ କରୋନାକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିବ
– ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ହାର କମୁଛି
– ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଦରକାର

Leave A Reply

Your email address will not be published.