ଏକ ନୂଆ ଆରମ୍ଭ

ହ୍ୟୁମାନ ସାଗର ଓ ଅନୁରାଧା ଗାଇଲେ ” ସବୁ କଥା ଶେଷରେ ତୋରି ନାଁ”

0

ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଆମ ଟିଭି ପ୍ରସ୍ତୁତ “ସବୁ କଥା ଶେଷରେ ତୋରି ନାଁ ” କଟକସ୍ଥିତ ମିଲନ୍ ଷ୍ଟୁଡିଓ ରେ ରେକଡିଙ୍ଗ୍  ଇଯାଇଛି। ଗୀତଟି ଆସନ୍ତା ଦୁର୍ଗା ପୂଜା ଉପଲକ୍ଷେ ପ୍ରସ୍ତୁତ ହୋଇଛି ବୋଲି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଙ୍କ ନିର୍ଦ୍ଦେଶନାରେ ହ୍ୟୁମାନ ସାଗର ଓ ଅନୁରାଧା ପାଣିଗ୍ରାହୀ କଣ୍ଠଦାନ କରିଛନ୍ତି। ଗୀତଟି ରଚନା କରିଛନ୍ତି ସୁବ୍ରତ ସ୍ୱାଇଁ ଏହା ଆମଟିଭି ମାଧ୍ୟମରେ ଦର୍ଶକ ଦେଖି ପାରିବେ।

Leave A Reply

Your email address will not be published.